ଭରତପୁର ସୁରେଖା ହତ୍ୟା ମାମଲା : ବୟଫ୍ରେଣ୍ଡ ଓ ଦୁଇ ସହଯୋଗୀ ଗିରଫ

ଭୁବନେଶ୍ବର : ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ହତ୍ୟା ମାମଲାରେ ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ୩ ଜଣଙ୍କୁ ନୟାଗଡ଼ରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି। ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ଆଜି ଶବ … Continue reading ଭରତପୁର ସୁରେଖା ହତ୍ୟା ମାମଲା : ବୟଫ୍ରେଣ୍ଡ ଓ ଦୁଇ ସହଯୋଗୀ ଗିରଫ